Notepads - ଏକ ଆଧୁନିକ, ହାଲକା ଟେକ୍ସଟ୍ ଏଡିଟର୍ ଯାହାର ଡିଜାଇନ୍ ମିନିମାଲିସ୍ଟିକ୍ ଅଟେ।
ବିଲ୍ଟ୍-ଇନ୍ ଟ୍ୟାବ୍ ସିଷ୍ଟମ୍ ସହ ଫ୍ଲୁଏଣ୍ଟ୍ ଡିଜାଇନ୍।
ଦ୍ରୁତତମ ଓ ହାଲକା।
କମାଣ୍ଡ ଲାଇନ୍ ବା ପାୱାରସେଲ୍ ଦ୍ୱାରା "ନୋଟପ୍ୟାଡ୍ସ" ଟାଇପ୍ କରି ଲାଞ୍ଚ୍ କରିବେ।
ବହୁ-ଲାଇନ୍ ହସ୍ତଲେଖ ସମର୍ଥନ।
ବିଲ୍ଟ୍-ଇନ୍ ମାର୍କଡାଉନ୍ ଫାଇଲ୍ ପ୍ରିଭିଉ ଭିୱାର।
ବିଲ୍ଟ୍-ଇନ୍ ଡିଫ୍ ଭିୱାର (ଆପଣଙ୍କ ପରିବର୍ତ୍ତନଙ୍କୁ ପୂର୍ବ ଆଲୋକନ)।
ସେସନ୍ ସ୍ନାପଶଟ୍ ଏବଂ ମଲ୍ଟି-ଇନସ୍ଟାନ୍ସ୍।
ଦୟାକରି ନୂତନତମ ତଥ୍ୟ ଏଠିର http://www.NotepadsApp.com