Microsoft ନ୍ୟୁଜ୍ ଦୁନିଆର ସର୍ବଶ୍ରେଷ୍ଠ ସମ୍ବାଦଦାତାଙ୍କ ଠାରୁ ବିସ୍ତୁତ ଖବର ତଥା ବିଶ୍ଵାସଯୋଗ୍ୟ ଖବର ପ୍ରଦାନ କରିଥାଏ.
- ଆମର ସଂପାଦକ ସବୁଠାରୁ ବିଶ୍ଵାସଯୋଗ୍ୟ, ଗୁରୁତ୍ଵପୂର୍ଣ, ଆଗ୍ରହଜନକ ଏବଂ ତତ୍କାଳ ନ୍ୟୁଜ୍ ସଂପାଦନ କରିଥାନ୍ତି
- କେଉଁ ବିଷୟ ଆପଣଙ୍କ ପାଇଁ ଅଧିକ ମହତ୍ଵପୂର୍ଣ ଅଟେ.
- Microsoft ନ୍ୟୁଜ୍ ଆପଣଙ୍କୁ ଶୀଘ୍ର ଏବଂ ସଠିକ ରୂପରେ ବ୍ରେକିଂ ନ୍ୟୁଜର ନୋଟିଫିକେସନ୍ ସହ ଅପଡେଟ୍ କରିଥାଏ,24X7
-ଆପ୍ ଏବଂ ୱେବରେ ନିଜ ଇଚ୍ଛା ଅନୁସାରେ ସିଙ୍କ୍ କରନ୍ତୁ.
Microsoft ନ୍ୟୁଜ୍ ବିଶ୍ଵର ବିଭିନ୍ନ ଦେଶରେ ଶହେରୁ ଅଧିକ ପ୍ରକାଶକଙ୍କ ସହଯୋଗିତାରେ କାର୍ଯ୍ୟ କରୁଅଛି. 20 ରୁ ଅଧିକ ଦେଶର ବିଭିନ୍ନ ଏଡିସନରୁ ଚୟନ, 3,000 ଟପ୍ ବ୍ରାଣ୍ଡରୁ କଣ୍ଟେଣ୍ଟ୍ ଗ୍ରହଣ କରୁଅଛି.
Microsoft ନ୍ୟୁଜ୍ ଆପଣଙ୍କୁ ଜଣାଇବା ପ୍ରକ୍ରିୟା ସହଜ କରିଦେଉଛି, ଅତି ସହଜରେ ଗୋଟିଏ କାହାଣୀରୁ ଆଉ ଗୋଟିଏ କାହାଣୀକୁ ଏବଂ ଗୋଟିଏ ସେକ୍ସନରୁ ଆଉ ଗୋଟିଏ ସେକ୍ସନକୁ ନେଇଯିବା ପ୍ରକ୍ରିୟାକ ସହଜ କରିଦେଉଛି.ଆମର ସ୍ୱଚ୍ଛ ଡିଜାଇନ୍ ଯାହା କି ଆପଣଙ୍କୁ ବିନା ଅସୁବିଧାରେ ସ୍ତମ୍ଭ ପଢିବା ସହ ରାତିରେ ପଢିବା ପାଇଁ ଏକ ଡାର୍କ ମୋଡ୍ ବିଶ୍ଵେଷତ ପ୍ରଦାନ କରିଥାଏ.ଏହି ଆପ୍ ଡାଉନଲୋଡ୍ କରିବା ସଂପୂର୍ଣ ମାଗଣା ଅଟେ ଏବଂ ବ୍ୟବହାର ପାଇଁ ଆପଣ କେତୋଟି ସ୍ତମ୍ଭ ବା ଭିଡିଓ ଦେଖିଲେ ସେଥିରେ କୌଣସି ସୀମିତ ନାହିଁ .