ମିଡିଆ ପ୍ଲେୟାର୍ ଆପଣଙ୍କ ମଲ୍ଟିମିଡିଆ ବିଷୟବସ୍ତୁ ଶୁଣିବା ଏବଂ ଦେଖିବା ଅଧିକ ଉପଭୋଗ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି. ମିଡିଆ ପ୍ଲେୟାରର କେନ୍ଦ୍ରରେ ଏକ ପୂର୍ଣ୍ଣ-ବୈଶିଷ୍ଟ୍ୟ ସଙ୍ଗୀତ ଲାଇବ୍ରେରୀ ଅଛି ଯାହା ଆପଣଙ୍କୁ ଶୀଘ୍ର ବ୍ରାଉଜ୍ ଏବଂ ସଙ୍ଗୀତ ବଜାଇବାକୁ ଅନୁମତି ଦେଇଥାଏ ଏବଂ ଚାଳନାତାଲିକା ସୃଷ୍ଟି ଏବଂ ପରିଚାଳନା କରିଥାଏ. ଆପଣଙ୍କ PC ରେ ସଙ୍ଗୀତ ଏବଂ ଭିଡିଓ ଫୋଲ୍ଡରଗୁଡିକରେ ଆପଣଙ୍କ ସମସ୍ତ ବିଷୟବସ୍ତୁ ସ୍ୱତଃସ୍ପୃତ ଭାବେ ଆପଣଙ୍କ ଲାଇବ୍ରେରୀରେ ଦୃଶ୍ୟମାନ ହେବ.